Before Header

ଏପ୍ରିଲ ୨୫ରୁ ସ୍କୁଲ ଛୁଟି ଘୋଷଣା

0 41

ଭୁବନେଶ୍ବର: (ବଡ଼ ଖବର ବ୍ୟୁରୋ): ଅସହ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି । ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୨୨ ରୁ ୨୪ ଯାଏଁ ସକାଳ ୬ ଟା ୩୦ରୁ ୧୦ ଟା ୩୦ ପାଠପଢା । ରାଜ୍ୟରେ ବଢିଚାଲିଛି ଗ୍ରୀଷ୍ମପ୍ରବାହ ସକାଳ ୮ ଟା ସୁଦ୍ଧା ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ପାର କରୁଥିବାବେଳେ ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି । ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.