Before Header

ଓଡିଶା ଅନଲକ- ୫

0 21

ରାଜ୍ୟ ସରକାର ଅନ୍‌ଲକ୍-୫ରେ ଅକ୍ଟୋବର ମାସ ପାଇଁ କୋଭିଡ୍ କଟକଣା ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରି ସ୍କୁଲ, କଲେଜ, ଅଙ୍ଗନବାଡି, ମନ୍ଦିର ଆଦି ଧାର୍ମିକ ପୀଠସ୍ଥଳୀ, ଫିଲ୍ମ ହଲ୍ ଶିକ୍ଷା, ପ୍ରଶିକ୍ଷଣ ଓ କୋଚିଂ ସେଣ୍ଟର ୩୧ ଅକ୍ଟୋବର ଯାଏ ଖୋଲିପାରିବେ ନାହିଁ ଏକଥା ସ୍ପଷ୍ଟ କରିଦେଇଛନ୍ତି।

Leave A Reply

Your email address will not be published.