Masthead

ଖେସାରିଙ୍କୁ ଭାରି ପଡିଲା ଜମି ବିବାଦ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଭୋଜପୁରୀ ଚଳଚ୍ଚିତ୍ର ସୁପରଷ୍ଟାର ଖେସାରି ଲାଲ ଯାଦବ ଅସୁବିଧାରେ ନଜର ଆସିଛନ୍ତି । ଯଦି ଖବରକୁ ଦେଖାଯାଏ, ତେବେ ଅଭିନେତାଙ୍କ ବେକରେ ଗିରଫ ଖଣ୍ଡା ଝୁଲୁଛି । ଖେସରୀଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ୨୦୧୯ ଜମି ବିବାଦ ଏବଂ ଚେକ୍ ବାଉନ୍ସ ମାମଲାରେ ଚାପ୍ରା କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି ।

ଭୋଜପୁରୀ ଷ୍ଟାର ଖେସାରିଙ୍କୁ ଭାରି ପଡିଲା ଜମି ବିବାଦ । ଏବେ ବିନା ଜାମିନର ଗିରଫ ୱାରେଣ୍ଟ ପରେ ଚିନ୍ତାରେ ଅଛନ୍ତି ଖେସାରି । ତେବେ ଆଗକୁ ଏହି ବିବାଦ କେତେ ଦିନ ଚାଲିବ ତାହା ସ୍ପଷ୍ଟ ହୋଇନାହିଁ । ଏହି ମାମଲା ପରେ ଖେସାରିଙ୍କ ଫ୍ୟାନ୍ସମାନେ ଦୁଃଖିତ ଥିବା ଜଣାପଡୁଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’