Masthead

ଗାନ୍ଧି ପରିବାର ରାଏବରେଲୀକୁ ନିଜ ସମ୍ପତ୍ତି ଭାବୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦି

ରାଏବରେଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ କୁ ରାଏବରେଲୀରୁ ମୋଦିଙ୍କ ଟାର୍ଗେଟ । ରାଏବରେଲୀ ଆସନକୁ ସୋମାନେ ନିଜ ପରିବାରର ସମ୍ପତ୍ତି ବୋଲି ଭାବୁଛନ୍ତି ବୋଲି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାମସେଦପୁରରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ସୋନିଆ ଗାନ୍ଧି ରାଏବରେଲୀରେ ପ୍ରଚାର ସମୟରେ କହିଛନ୍ତି, ରାଏବରେଲୀକୁ ପୁଅକୁ ସମର୍ପିତ କରୁଛନ୍ତି । ଦୀର୍ଘଦିନ ଧରି ସେଠାରେ କାମ କରୁଥିଲେ ମଧ୍ୟ ଜଣେ ହେଲେ ଦଳୀୟ କର୍ମୀଙ୍କୁ ପାଇଲେନି ବୋଲି କହିଛନ୍ତି, । ସେ ଆହୁରି କହିଛନ୍ତି, “କୋଭିଡ ପରେ ବି ସୋନିଆ ଗାନ୍ଧି ଥରେ ହେଲେ ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିନଥିଲେ, ବର୍ତ୍ତମାନ ପୁଅ ପାଇଁ ଭୋଟ୍ ମାଗୁଛନ୍ତି । ସେମାନେ ଏହି ଆସନକୁ ତାଙ୍କ ପରିବାରର ସମ୍ପତ୍ତି ବୋଲି ଭାବୁଛନ୍ତି।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ