ଛାତ୍ରବାସର ଅନ୍ତେବାସୀମାନଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଉଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍କୁଲ ସରିସରକୁ ସରକାର ଦଣ୍ଡମୁକ୍ତ ଅଚଂଳ ଘୋଷଣା କରିଛନ୍ତି । ଭୟରହିତ ବାତାବରଣରେ ଛତ୍ରଛାତ୍ରୀ ପାଠ ପଢିବେ, ଭଲ ମଣିଷ ହେବ, ସମାଜରେ ସୁନାମ କରିବେ । ହେଲେ ନିଳଗିରି କାଠଗୋଛି ଉନ୍ନୀତ ବିଦ୍ୟାଳର ଛାତ୍ରବାସରେ ସରକାରଙ୍କ ଘୋଷଣାର ବିପରୀତ ଘଟଣା ସାମନାକୁ ଅସିଛି । କାଠଗୋଛି ଉନ୍ନୀତ ବିଦ୍ୟାଳର ଛାତ୍ରବାସର ଅନ୍ତେବାସୀମାନଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଉଛି । କାମ ନକଲେ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ ହେଉଛି ।

ଛାତ୍ରବାସର ରୋଷେୟା ପିଲାମାନଙ୍କୁ ଡ୍ରେନ ସଫା କରିବା, ବାସନ ଧୋଇବା , କାଠ ଓ ପାଣି ବୋହିବା ଭଳି କାମ କରିବାକୁ ବାଧ୍ୟ କରୁଛନ୍ତି। ଯେଉଁ ପିଲା ଏଥିରେ ରାଜି ନହେଲା ରୋଷେୟାର ଆକ୍ରୋଶର ଶିକାର ହେବାକୁ ପଡିଥାଏ । ଏପରିକି ରୋଷେୟା ନିସ୍ତୁକ ମାଡ଼ ମାରୁଥିବାର ଅଭିଯୋଗ କରିଛନ୍ତି ଛାତ୍ର । ପ୍ରତିକ୍ରିୟା ରଖିବା ସମୟରେ ଛାତ୍ରମାନେ ଖୁବ ଭୟଭୀତ ଥିବା ଦେଖାଯାଇଥିଲା । ଏହି ଅଭିଯୋଗ ଉପରେ ବିଭାଗୀୟ ତଦନ୍ତ କରାଯାଇ ଥିଲା । ମାତ୍ର ବର୍ତମାନ ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଟାନ ହୋଇନଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’