Masthead

ଡ଼ିଜିଟାଲ ପ୍ରେମ କରି ପ୍ରେମିକା ଠୁ ଡ଼ିଜିଟାଲ ଛେଞ୍ଚା ଖାଇଲେ ପ୍ରେମିକ ।

ଜଳେଶ୍ବର : ଡ଼ିଜିଟାଲ ଯୁଗରେ ଡ଼ିଜିଟାଲ ପ୍ରେମ , ପରେ ଧକ୍କା , ଆଉ ଏବେ ପ୍ରେମିକା ଠୁଁ ନିର୍ଧୁମ ଛେଞ୍ଚା ଖାଇଲେ ପ୍ରେମିକ । ତେବେ ସବୁକ ପ୍ରେମ କଥାକୁ କେନ୍ଦ୍ର କରି ନିର୍ଧୁମ ମାଡ , ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବଡବଜାର ଛକ ଉପରେ ସର୍ବସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି , ଆଜି ଅପରାହ୍ନ ରେ ବାଲେଶ୍ବର ଅଞ୍ଚଳ ର ୩ ଜଣ ଯୁବତୀ ଜଣେ ଯୁବକ କୁ ଗୋଡାଇ ଗୋଡାଇ ବାଡିରେ ନିର୍ଧୁମ ମାଡ ମାରୁ ଥିବା ବେଳେ ଲୋକେ ଭିଡିଓ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲେ ,ଘଟଣାରୁ ଜଣାପଡିଛି ଯେ ମାଡ ଖାଇଥିବା ଯୁବକ ଜଣକ ପ୍ରଥମେ ଉକ୍ତ ତିନିଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ଫେସବୁକ ରୁ ମାଧ୍ୟମରେ କରିଥିଲେ ପ୍ରେମ , ପରେ କିଛିଦିନ ହେବ ପ୍ରେମିକା ଠାରୁ ମିଛକହି ଲୁଚିରହୁଥିଲେ ପଶ୍ଚିମବଙ୍ଗ ଦୀଘାରେ । କୌଶଳ କ୍ରମେ ଏହି ଯୁବତୀ ମାନେ ତାଙ୍କୁ ଫେସବୁକ ରେ ବନ୍ଧୁତା କରି ମେସେଞ୍ଜର ରେ ଚାଟିଂ କରି ଜଳେଶ୍ୱର ଦେଖା କରିବାକୁ ଡାକି ନିର୍ଧୁମ ମାଡ ମାରିଥିଲେ , ଏହି ଚିତ୍ର ଏବେ ଜଳେଶ୍ବର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ