Masthead

ପ୍ରଚାର ମଇଦାନରେ ରୂପାଲୀ ଲେଙ୍କା

ଚୌଦ୍ୱାର(ବଡ଼ ଖବର ବ୍ୟୁରୋ): ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ନିଜର ଟିକେଟକୁ ନେଇ ଟେନସନ ରେ ଥିଲାବେଳେ ସ୍ୱାଧୀନ ପ୍ରାର୍ଥୀନୀ ଭାବରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ରୂପାଲୀ ଲେଙ୍କା ତାଙ୍କର ସ୍ୱାମୀ ଲୋକନାଥ ଲେଙ୍କାଙ୍କ କର୍ମ ଭୂମିରୁ ଏକ ବିଶାଳ ଶ୍ରମିକ ସମାବେଶ ରୁ ପ୍ରଚାର ଆରମ୍ଭ କରିଛନ୍ତି । ଆଜି କଟକ ଷ୍ଟେସନ ବଜାର ସ୍ଥିତ ଏକ ଖୋଲା ପଡିଆରେ ଶ୍ରମିକ ସମାବେଶରେ ଅଟୋ ଚାଳକ ମହାସଂଘର ଉପସ୍ଥିତି ରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଜଣେ ଅଟୋ ଚାଳକ ରୁ ବିଧାନସଭା କୁ ଯିବାକୁ ସ୍ବପ୍ନ ଦେଖୁଥିବା ପ୍ରାର୍ଥୀନୀଙ୍କୁ ଅଟୋ ସଙ୍ଘର ସମସ୍ତ ସଦସ୍ୟ କରତାଳି ଦେଇ ସ୍ୱାଗତ କରିଥିଲେ ।

ଚଳିତ ନିର୍ବାଚନରେ ରୁପାଲୀ ପାଇଁ ପ୍ରଚାର କରିବା ସହିତ ତାଙ୍କୁ ଜିତାଇବା ପାଇଁ ଭରପୁର ଉଦ୍ୟମ କରିବେ ବୋଲି ବିଜୟ ବାରିକ ପ୍ରକାଶ କରିଥିଲେ । କଟକ ର ଭାଇଚାରା ଓ ଭଉଣୀ ହିସାବରେ ନିର୍ବାଚନ ରେ ସାଧାରଣ ମହିଳା ଓ ଗରିବ ଲୋକଙ୍କ ପାଇଁ ପ୍ରାର୍ଥୀନୀ ହୋଇଛନ୍ତି ବୋଲି ରୂପାଲୀ ଲେଙ୍କା ପ୍ରକାଶ କରିବା ସହିତ ଅଂଚଳର ସମସ୍ତ ମୁସଲିମ ଭାଇଓ ଭଉଣୀ ମାନଙ୍କୁ ଇଦ ପର୍ବର ଅଭିନନ୍ଦନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ