Masthead

ଭୋଟ ଦେଇଛନ୍ତି ଆଇନଜୀବୀ । ବାଛା ହେବେ ବାର କର୍ମକର୍ତା

କଟକ (ବଡ଼ ଖବର ବ୍ୟୁରୋ):ଭୋଟ ଦେଇଛନ୍ତି ଆଇନଜୀବୀ । ବାଛା ହେବେ ବାର କର୍ମକର୍ତା । ରାଜ୍ୟର ୧୫୩ଟି ବାର ଆସୋସିଏସନର ଭୋଟ ଗ୍ରହଣ ପରେ ଚାଳିଛି ଗଣତି। ୩୩ ହଜାର ୪୩୪ ଆଇନଜୀବୀ ମତଦାନରେ ସାମିଲ ହୋଇଥିଲେ । । ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଚାଲିଥିଲା ମତଦାନ ଚାଲିଥିଲ । ହାଇକୋର୍ଟ ବାର ଆସୋସିଏସନର ମୋଟ ୪ହଜାର ୨୯୭ ଭୋଟରଙ୍କ ମଧ୍ୟରୁ ୩୦୫୫ ଜଣ ମତ ସାବ୍ୟସ୍ତ କରିଛନ୍ତି ।

ହାଇକୋର୍ଟ ବାର ଆସୋସିଏନ ହଲରେ ୩୭ଟି ବୁଥରେ ହୋଇଥିଲା ଭୋଟ ଗ୍ରହଣ । ଭୋଟଗ୍ରହଣ ଶେଷ ହେବାର ଏକ ଘଂଟା ପରେ ଭୋଟ ଗଣତି ଆରମ୍ଭ ହୋଇଛି । ବୟସାଧିକ ଆଇନଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସେମାନେ ନିଜ ଘରେ ଭୋଟ ଦେଇଥିଲେ । କଟକ ବାର ଆସୋସିଏନ ପକ୍ଷରୁ ୪ ଜଣ ସଭାପତି, ୩ ଜଣ ଉପସଭାପତି, ୭ ଜଣ ସମ୍ପାଦକ, ୩ ଜଣ ଯୁଗ୍ମ ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢୁଛନ୍ତି । ଓଡ଼ିଶାର ସୁପରିଚିତ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସଭାପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ