Masthead

ଭୟଙ୍କର ଘୂର୍ଣ୍ଣିବଳୟ, ୧୯ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକାର ଦକ୍ଷିଣ-ପୂର୍ବ ମିସିସିପିରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ । ପ୍ରବଳ ବଜ୍ରପାତ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଶନିବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମିସିସିପିର ଜରୁରିକାଳୀନ ପରିଚାଳନା ଏଜେନ୍ସି ରିପୋର୍ଟରେ କୁହାଯାଇଛି, ଶାର୍କି ଏବଂ ହାମ୍‌ଫ୍ରିସ୍‌ କାଉଣ୍ଟିରେ ଉଦ୍ଧାର କାର୍ୟ୍ୟ ଏବେ ବି ଜାରି ରହିଛି। ସାରା ରାଜ୍ୟରେ ଘୂର୍ଣ୍ଣିଝଡ଼ ନେଇ ଚେତାବନୀ ଦିଆଯାଇଛି।

ଗତକାଲି ବିଳମ୍ବିତ ରାତିରେ ରାଜ୍ୟରେ ପ୍ରବଳ ବଜ୍ରପାତ ହୋଇଥିଲା। ଏଥିସହ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଥିଲା। ୟୁନାଇଟେଡ୍‌ କାଜୁନ ନାଭିର ଅଧ୍ୟକ୍ଷ ଟଡ୍‌ ଟେରେଲ କହିଛନ୍ତି, ମିସିସିପି ଟାଉନ ରୋଲିଂ ଫର୍କ ଏହି ଘୂର୍ଣ୍ଣିବଳୟ ମଧ୍ୟରେ ଅନ୍ୟତମ। ପରେ ରୋଲିଂ ଫର୍କର ଉତ୍ତର-ପୂର୍ବଠାରୁ ୧୦୦ ମାଇଲ ଦୂରରେ ଥିବା ଓ୍ବିନୋନା ସହର ପାଇଁ ଏକ ଘୂର୍ଣ୍ଣିବଳୟ ହେବ ବୋଲି ଜରୁରିକାଳୀନ ସତର୍କ ସୂଚନା ଜାରି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା