Masthead

ମାନବିକତା ଦେଖାଇ ନିଜ ଉତ୍ତରୀୟ କାଢି ଦୁଇ ମହିଳାଙ୍କୁ ଘୋଡ଼ାଇଦେଲେ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ଼(ବଡ଼ ଖବର ବ୍ୟୁରୋ): ସମସ୍ତେ ଦେଖୁଥିଲେ, ଭିଡିଓ ଉତ୍ତୋଳନ କରୁଥିଲେ । ଆଉ ମଜା ବି ନେଉଥିଲେ । ଯାହା ସଭ୍ୟ ସମାଜ ପାଇଁ ଲଜ୍ଜାକର । ଉଲଗ୍ନ ହୋଇ ରାସ୍ତାରେ ଚାଲୁଥିଲେ ଦୁଇ ମହିଳା । ଲଜ୍ଜା ନିବାରଣ ପାଇଁ କେହି ଦେଲେନାହିଁ ଲୁଗା ଖଣ୍ଡେ । ଏ ଖବର ଆସିଛି ସୁନ୍ଦରଗଡ଼ରୁ । ସେହିବାଟ ଦେଇ ଯାଉଥିବା ବିଧାୟକା କୁସୁମ ଟେଟେ ତାଙ୍କର ମାନବୀକତା ଦେଖାଇ ନିଜ ଉତ୍ତରୀୟ କାଢି ଦୁଇ ମହିଳାଙ୍କୁ ଘୋଡ଼ାଇଦେଲେ । ସେପଟେ ରାସ୍ତାରେ ୨ ମହିଳାଙ୍କ ଉଲଗ୍ନ ଭାବେ ଚାଲି ଚାଲି ଯାଉଥିବା ଘଟଣାର ତଦନ୍ତ କରାଯିବ । ଏନେଇ ଦୁଇଟି ଟିମ୍ ଗଠନ କରାଯାଇଥିବା କହିଛନ୍ତି ଏସପି ପ୍ରତ୍ୟୁଷ ଦିବାକର । ତଦନ୍ତ ପରେ ମିଳିଛି ଦୁଇ ମହିଳାଙ୍କ ପରିଚୟ ।ଜଣେ ହେଉଛନ୍ତି ମା, ଆଉ ଜଣେ ତାଙ୍କ ଝିଅ । ପୋଲିସ ସେମାନଙ୍କ ବୟାନକୁ ରେକର୍ଡ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା