Masthead

ମିଥ୍ୟା ପ୍ରଚାର ପାଇଁ ୟୁଟ୍ୟୁବରୁ ହଟିଲା ୧ମିଲିୟନ ଭିଡିଓ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭିଡ୍-୧୯ ସମ୍ବନ୍ଧୀୟ ମିଥ୍ୟା ପ୍ରଚାର ବା ଲୋକଙ୍କୁ ଭୟଭୀତ କରିବାକୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ୧ ନିୟୁତ ଭିଡିଓକୁ ଡିଲିଟ କଲା ୟୁଟ୍ୟୁବ । ବୁଧବାର ଏକ ବ୍ଲଗ ପୋଷ୍ଟରେ ୟୁଟ୍ୟୁବ ପକ୍ଷରୁ କୁହାଯାଇଛି ଯେ, ଲୋକ ଦେଖୁଥିବା ବହୁ ସଂଖ୍ୟକ ଭିଡିଓ ଆମେ ହଟାଇଛୁ । ସେଥିମଧ୍ୟରୁ ଆମ ନିୟମ ଭାଙ୍ଗିଥିବା ଭିଡିଓ ଗୁଡ଼ିକରେ ୧୬%ରୁ ୧୮% ଭିୟୁ ହୋଇଛି । ତେବେ ସେଥିମଧ୍ୟରୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ଭିଡିଓ ମଧ୍ୟ ସାମିଲ ଅଛି । ପ୍ରତି ୩ ମାସକୁ ଥରେ ୟୁଟ୍ୟୁବ ଏପରି ପ୍ରାୟ ୧୦ ମିଲିୟନ ଭିଡିଓ ହଟାଇ ଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ