Masthead

ବଡ଼ବିଲ ରୋଟାରି କ୍ଲବ ଦ୍ୱାରା ପୁରସ୍କୃତ ହେଲେ ୧୦ ଡାକ୍ତର

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ଆଦିବାସୀ ସ୍କୁଲରେ ନିଃଶୁଳ୍କ ଦନ୍ତ ଚିକିତ୍ସା । ବଡ଼ବିଲ ରୋଟାରି କ୍ଲବ ଦ୍ୱାରା ଯୋଡ଼ା ବ୍ଲକ ଭଦ୍ରାସାହିରେ ଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଦ୍ୱାରା ପରିଚାଳିତ ଆଦିବାସୀ ବିକାଶ ସ୍କୁଲରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର କିମ୍ସ ହସ୍ପିଟାଲର ବରିଷ୍ଠ ଦନ୍ତ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା ।

ପ୍ରାୟ ୬୮୫ ପିଲାମାନଙ୍କୁ ଚିକତ୍ସା କରାଯାଇଥିଲା । ପରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଡାକ୍ତରମାନଙ୍କୁ ସମ୍ମାନିତ କରିଥିଲେ । ପ୍ରଫେସର ଡାକ୍ତର ଆନନ୍ଦମୟ ବାଗଚୀ ଓ ଡାକ୍ତର ପିଭି ସମୀରଙ୍କ ସମେତ ୧୦ ଜଣ ଡାକ୍ତର ଛାତ୍ରଛାତ୍ରୀଙ୍କ ଦାନ୍ତ ପରୀକ୍ଷା କରିଥିଲେ । ଶିବିର ପରିଚାଳନା କରିଥିଲେ ରୋଟାରି କ୍ଲବର ସଭାପତି ଧର୍ମୁ ଆଗ୍ରୱାଲ, ସୁନୀଲ ଝା, ଅଶୋକ ଠକର, ମୁକେଶ ଠକର, ଦିବୟ ଠକରଙ୍କ ସମେତ ରୋଟାରି କ୍ଲବର ସମସ୍ତ ସଦସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ