Masthead

ଧର୍ମଶାଳାରେ ୧୦୮ ସେବା ବାଧାପ୍ରାପ୍ତ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ମୌଳିକ ଦାବି ନେଇ ଆନ୍ଦୋଳନକୁ ଓଲାଇଛି ସଂଘ । କର୍ମଚାରୀ ପ୍ରଶାନ୍ତ ଦାସଙ୍କ ମୃତ୍ୟୁ ପରେ ମୁଣ୍ଡ ଟେକିଛି ଆନ୍ଦୋଳନ । ପ୍ରଶାନ୍ତ ଶନିବାର ସନ୍ଧ୍ୟା ସମୟରେ କାର୍ଯ୍ୟରତ ଅବସ୍ଥାରେ ଗାଡିରୁ କୌଣସି କାରଣରୁ ଖସି ପଡି ମୃତ୍ୟୁବରଣ କରିଥିଲେ। ତେବେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ ପାଇଁ ସଂଘ ପକ୍ଷରୁ ଦାବିପତ୍ର ଦେବାକୁ ରାଜପଥ ଅବରୋଧ ଚେତାବନୀ ଦେଇଛି ସଂଘ।

ଜାରକା ଗୋକର୍ଣେଶ୍ୱର୍ ମନ୍ଦିର ନିକଟରେ ଘନ ଘନ ବୈଠକ। ଏପଟେ ଅଚଳ ହୋଇ ଯାଇଛି ରୋଗୀ ସେବା। ଅଫ୍ ରୋଡ଼ ସେବା ଯୋଗାଇଦେବାକୁ ସଂଘ ନିଷ୍ପତ୍ତି ନେଇଥିବା ବେଳେ ଅନ୍ ରୋଡ଼ ନକଲେ ଚଳାଇବାକୁ ଅନୁମତି ଦେଉନି କମ୍ପାନୀ। ଏପଟେ ନାହିଁ ନଥିବା ସମସ୍ୟାରେ ପଡ଼ିଛନ୍ତି ରୋଗୀ ଏବଂ ସମ୍ପର୍କୀୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ