Before Header

ଗ୍ୟାସ୍ ଲିକ୍ ହୋଇ ୧୯ ଗୁରୁତର

0 42

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): କାରଖାନାରୁ ଗ୍ୟାସ୍ ଲିକ୍ ହୋଇ ୧୯ ଗୁରୁତର । ବ୍ଲାଷ୍ଟଫର୍ଣ୍ଣେସରୁ ଗ୍ୟାସ ଲିକ୍ ହୋଇ ୧୯ ଗୁରୁତର । ମେରାମଣ୍ଡଳି ଟାଟା ଷ୍ଟିଲ ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ । ଗୁରୁତରମାନେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ।

Leave A Reply

Your email address will not be published.