Masthead

ବିଜୁ ସ୍ବାସ୍ଥ୍ୟ କାର୍ଡ ପ୍ରାଇଭେଟ ନର୍ସିଂହୋମ ପାଇଁ ସାଜିଛି ସଞ୍ଜିବନୀ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଏବେ ପ୍ରାଇଭେଟ ନର୍ସିଂହୋମ ପାଇଁ ବନିଛି ସଞ୍ଜିବନି । ମିଳିମିଶି ମାଲାମାଲ୍ ହେଉଛନ୍ତି ବାଲେଶ୍ୱରର ପ୍ରାଇଭେଟ ନର୍ସିଂହୋମ ସାମ୍ନାକୁ ଆସିଛିଓ ସରକାରୀ ଡାକ୍ତର । ଏପଟେ ରୋଗି ସେବା ନାମରେ ନର୍ସିଂହୋମ ମାଲିକ ବନୁଛନ୍ତି କୋଟିପତି , ସେପଟେ ରାଜ୍ୟ ରାଜ କୋଷ ହେଉଛି ଖାଲି । ଏମିତି ମିଳି ମିଶି ହରିଲୋଟ ଚଳାଇଛନ୍ତି ବାଲେଶ୍ବର ଜିଲ୍ଲାର କେତେକ ପ୍ରାଇଭେଟ୍ ନର୍ସିଂହୋମ ମାଲିକ ଓ ସରକାରୀ ଡ଼ାକ୍ତର । ଯାହାକୁ ନେଇ ଆସିଛି ବଡ଼ ଅଭିଯୋଗ ।

ବିଜୁ ସ୍ବାସ୍ଥ୍ୟ କାର୍ଡରେ ଚଳିତ ବର୍ଷ ଅପରେସନ ନାମରେ କୋଟି କୋଟି ଟଙ୍କା ହାତେଇଛନ୍ତି ବାଲେଶ୍ବରର ଜିଲ୍ଲାର ବହୁ ବେସରକାରୀ ନର୍ସିଂ ହୋମ ।ବାଲେଶ୍ବରରେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଏଵଂ ଏମ୍ସ ଭଳି ସୁବିଧା ଥାଇବି ରୋଗୀଙ୍କୁ ଚିକିତ୍ସା ଦେବାରେ ସରକାରୀ ଡ଼ାକ୍ତର ମାନେ ଫେଲ କାହିଁକି । ନା ଜାଣି ଶୁଣି ଏ ଡ଼ାକ୍ତର ମାନେ ରାଜ୍ୟ ସରକାରଙ୍କ ଅର୍ଥକୁ ଲୁଟିବା ପାଇଁ ବେଶ୍ ବଡ଼ ରାସ୍ତା ଆପଣାଇଛନ୍ତି ।

ବର୍ଷକୁ ଗୋଟାଏ ଗୋଟାଏ ପ୍ରାଇଭେଟ ନର୍ସିଂ ହୋମ୍ କୋଟି କୋଟି ଟଙ୍କା ଉଠାଇ ଭାଗ ବଣ୍ଟା କରି ସରକାରଙ୍କୁ ସଫା କରିବାକୁ ବସିଲେଣି । ବାଲେଶ୍ୱର ବାସୀଙ୍କ ଅଭିଯୋଗ ପରେ ଯାହାର ଆରଟିଆଇ ରିପୋର୍ଟ ସାମ୍ନାକୁ ଆସିଛ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା