Before Header

୧୨ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଡମିଶନ ପ୍ରକ୍ରିୟା

0 29

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ୧୨ତାରିଖରୁ ଆରମ୍ଭ ହେବ ଯୁକ୍ତ୨ ଆଡମିଶନ ପ୍ରକ୍ରିୟା । ସାମସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର କଥା ହେଉଛି ଏଥିରେ କୌଣସି ଆଡମିଶନ ଫି ଲାଗୁ ହେବ ନାହିଁ ।

ଏହାସହ ସିଟ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ବିଜ୍ଞାନରେ ୧୩ ହଜାର, କଳାରେ ୩୮ହଜାର ଏବଂ ବାଣିଜ୍ୟରେ ୩ହଜାର ୯ଶହକୁ ବୃଦ୍ଧି ପାଇଛି ସିଟ୍ ସଂଖ୍ୟା । ତେବେ ଯୁକ୍ତ୨ରେ ମୋଟ ୫୪ହଜାର ୯ଶହ ସିଟ୍ ବୃଦ୍ଧି ହୋଇଛି ।

Leave A Reply

Your email address will not be published.