Masthead

ଟଙ୍କା ବଣ୍ଟିବା ଅଭିଯୋଗରେ ଦୁଇ ଗିରଫ

ଉଦଳା (ବଡ଼ ଖବର ବ୍ୟୁରୋ): ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଛି ପୋଲିସ । ମୟୂରଭଞ୍ଜ ଉଦଳା ଗୋଧିମରା ଗାଁରେ ଟଙ୍କା ବଂଟା ଚାଲିଥିବା ବେଳେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଲେ ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା । ପୋଲିସ ଧରିବା ପରେ ସାମ୍ନାକୁ ଆସିଥିଲା ସତ । ଟଙ୍କା ବାଣ୍ଟୁଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଗାଡିର ହୋଇଥିଲା ତଲାସି।

ପ୍ରାୟ ୫୦ ରୁ ଅଧିକ ଖାମରେ ୨ ହଜାର ଲେଖାଏଁ ଟଙ୍କା ଭର୍ତ୍ତି ହୋଇଥିଲା। ପାଖାପଖି ୧ ଲକ୍ଷ ୯୧ ହଜାର ଟଙ୍କା ପୋଲିସ ଜବତ କରିଛି। ଏହା ସହିତ ୨ ଗୋଟି କାର ମଧ୍ୟ ଜବତ ହୋଇଛି। ପୋଲିସ ଏହି ଘଟଣାରେ ଭୁବନେଶ୍ୱର ରୁ ଆସିଥିବା ମହିଳା ବିଜୟଲକ୍ଷ୍ମୀ ମହାପାତ୍ର, ଉଦଳା ବିଜେଡି କର୍ମୀ ଦିବ୍ୟଜ୍ୟୋତି ଜେନାଙ୍କୁ ଗିରଫ କରିବା ସହିତ ୨ ଡ୍ରାଇଭର ମଧ୍ୟ ଅଟକ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ