Masthead

ତାଲିବାନକୁ ତା ଭାଷାରେ ଜବାବ ଦେବ ଆମେରିକା

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀ ସଂଗଠନ ତାଲିବାନକୁ ତା’ ଭାଷାରେ ଜବାବ ଦିଆଯିବ । ଏକଥା କହିଛନ୍ତି ଆମେରିକା ପରରାଷ୍ଟ୍ର ସଚିବ । ଆମେରିକାର ଏଭଳି ଆଭିମୁଖ୍ୟ ଆଫଗାନିସ୍ତାନରେ ଯୁଦ୍ଧର ଆତଙ୍କ ସୃଷ୍ଟି କରିଛି । ଯେକୌଣସି ମୁହୂର୍ତ୍ତରେ ଆମେରିକା ଆକାଶମାର୍ଗରୁ ତାଲିବାନଙ୍କ ଉପରେ ଆକ୍ରମଣ କରିପାରେ । ଆଜି ଆମେରିକାର ପେଣ୍ଟାଗନରେ ଜରୁରୀ ବୈଠକରେ ଏହି ସୂଚନା ମିଳିଛି । ତେଣେ ଆଫଗାନିସ୍ତାର ରାଜଧାନୀ ବାବୁଲକୁ ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଅଧିକାର କରିନେଇଛନ୍ତି ।

ସମଗ୍ର ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିନେଇଛି । କାବୁଲରେ ତାଲିବାନମାନେ ନାଇଟ୍ କର୍ଫ୍ୟୁ ଜାରି କରିବା ସହ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରିଦେଇଛନ୍ତି । ବାବୁଲରେ ଲୁଟ୍ ପାଟ ଜାରି ରହିଛି । ତେବେ ତାଳିବାନଙ୍କ ଆକ୍ରମଣରେ ୪୦ରୁ ଉଦ୍ଧ୍ୱର୍ ନାଗରିକ ଆହତ ହୋଇଛନ୍ତି । କିଛି ଆଫଗାନିସ୍ତାନ ନେତା ଇସଲାମାବାଦରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଘନି ଆତଙ୍କବାଦୀଙ୍କୁ ଆଫଗାନିସ୍ତାନକୁ ଟେକି ଦେଇ ଦେଶଛାଡି ଚାଲିଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ