Masthead

ହୋଟେଲରେ ଚଢାଉ ମାଲିକ ସହ ୨ ଯୁବକ,୩ ଯୁବତୀ ଗିରଫ

କଟକ(ବଡ଼ ଖବର ବ୍ୟୁରୋ): ସହର ମଝିରେ ଥିବା ହୋଟେଲ ରେ ଚାଲିଥିଲା ଦେହ ବ୍ୟବସାୟ । ଖବର ପାଇ ମାଡିବସିଲା ପୋଲିସ । ଭଦ୍ରକ ସହରର ବାଇପାସ ସ୍ଥିତ ହୋଟେଲ ଶାଶ୍ୱତରେ ଚଢ଼ାଉ କରିଛି ଟାଉନ ପୋଲିସ । ଚଢ଼ାଉ ବେଳେ ହୋଟେଲ ରେ ୨ଯୁବକଙ୍କ ସହ ୩ଜଣ ଯୁବତୀ ରହିଥିଲେ ।

ଖବର ପାଇ ଟାଉନ ପୋଲିସର ଟିମ ସହ ସିଟି ଡ଼ିଏସପି , କ୍ରାଇମ ଡ଼ିଏସପି ହୋଟେଲରେ ଚଢ଼ାଉ କରିଥିଲେ । କାଗଜପତ୍ର ଯାଞ୍ଚ ପରେ ଦେହ ବ୍ୟବସାୟ ନେଇ ସ୍ପଷ୍ଠ ହୋଇଥିଲା । ପୋଲିସ ହୋଟେଲ ମାଲିକଙ୍କୁ ହେପାଯତକୁ ନେଇଛି । ଦୀର୍ଘ ଦିନ ହେବ ଏହି ହୋଟେଲରେ ଦେହ ବ୍ୟବସାୟ ନେଇ ଅଭିଯୋଗ ହୋଇ ଆସୁଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର