Masthead

୯ଦଫା ଦାବି ନେଇ ହାଲ ସାମ୍ନାରେ ଧାରଣା

ସେମିଳିଗୁଡ଼ା(ବଡ଼ ଖବର ବ୍ୟୁରୋ): କୋରାପୁଟ ସ୍ଥିତ ହିନ୍ଦୁସ୍ତାନ ଆରୋନେଟିକ ଲିମିଟେଡ଼ରେ ଧାରଣା । ୨୪୦୦ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଧାରଣା ଦେଇଛନ୍ତି । ୯ଦଫା ଦାବି ନେଇ ଧାରଣା ଦେଇଛନ୍ତି କର୍ମଚାରୀ । ଅଭିଯୋଗ ପରେ ମଧ୍ୟ କମ୍ପାନୀ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ୧୩ ବର୍ଷ ହେବ ଦରମା ବଢୁନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ୧୮ରୁ ୨୦ ଦିନ ବଦଳରେ ୨୬ ଦିନ କାମ କରିବାକୁ ଦିଆଯାଉ ବୋଲି କର୍ମଚାରୀମାନେ କହିଛନ୍ତି ।

୪ ବର୍ଷ ହେବ ସେମାନଙ୍କୁ ସେଫ୍ଟି ଜୋତା ଓ ହେଲମେଟ ଦିଆଯାଉନାହିଁ । ଇଣ୍ଡଷ୍ଟ୍ରିଆଲ ରୁଲ ମଧ୍ୟ ମାନୁନି ହାଲ୍ । କର୍ମଚାରୀ ମାନଙ୍କୁ ନ ଜଣାଇ ୫୦୦ ଟଙ୍କା କାଟୁଛି ହାଲ । ପୂର୍ବରୁ ୫ଥର ଷ୍ଟ୍ରାଇକ କରିଥିଲେ ମଧ୍ୟ ୪ ମାସର ଦରମା ପାଇନାହାନ୍ତି । ଏହି ସବୁ ଦାବି ନେଇ ଧାରଣା ଦେଇଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ । ତେବେ ଦାବି ପୂରଣ ନହେଲେ ୧୦ଦିନ ପରେ ବଡ଼ ଧରଣର ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ