Masthead

ତାମିଲନାଡୁରେ ୩ ଓଡ଼ିଆ ନାବାଳକ ଅଟକ

ଝରିଗାଁ (ବଡ଼ ଖବର ବ୍ୟୁରୋ): ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ଅଟକ ରହିଛନ୍ତି ୩ନାବାଳକ। ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ପରିବାରଲୋକେ ପ୍ରସାଶନ ନିକଟରେ ଗୁହାରୀ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚଚ୍ଚା ପଞ୍ଚାୟତ ଭେଜିଗୁଡ଼ା ଗ୍ରାମର ୯ଜଣ ସାଙ୍ଗ ସ୍ଥାନୀୟ ଶ୍ରମିକ ଦଲାଲର ପ୍ରଲୋଚନାରେ ପଡି ଭୁବନେଶ୍ୱରରେ ଯାଇ କମ୍ପାନୀରେ କାମକରିବାକୁ କହି ଘରୁ ବାହାରିଥିଲେ ।

ତେବେ ଭୁବନେଶ୍ୱର ପହଞ୍ଚିବାପରେ ସେମାନଙ୍କୁ ଅନ୍ୟଜଣେ ଦଲାଲ ଭୁବନେଶ୍ୱରରୁ ଚେନ୍ନାଇ ନେଇଯାଇଥିଲେ । ଚେନ୍ନାଇରେ ପହଞ୍ଚିବାପରେ ୯ଜଣ ଶ୍ରମିକଙ୍କୁ ସ୍ଥାନୀୟପୋଲିସ ଅଟକାଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣ ନାବାଳକଥିବାରୁ ତାଙ୍କୁ ଅଟକ ରଖି ପରିବାର ସଦସ୍ୟଙ୍କୁ ପୋଲିସ ଖବର ଦେଇଛି । ଘଟଣାର ୧୦ ଦିନ ବିତିଯାଇଥିଲେବି ଅର୍ଥଅଭାବରୁ ପରିବାର ଲୋକମାନେ ଚେନ୍ନାଇ ଯାଇପାରୁ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି