Before Header

ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ

0 36

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତାତିରୁ ମିଳୁନି ନିସ୍ତାର । ଖରାରେ ସିଝୁଛି ପୂରା ଓଡ଼ିଶା । ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା ୪୦.୪ ଥିବାବେଳେ, ସମ୍ବଲପୁର ୩୯.୮, କେନ୍ଦୁଝର ୩୯.୪ , ଭୁବନେଶ୍ୱର ୩୮.୬ , ବାଲେଶ୍ୱର ୩୮.୪ ପ୍ସ, ହୀରାକୁଦ ୩୮.୪ , ଚାନ୍ଦବାଲି ୩୭.୬ , ଗୋପାଳପୁର୩୬ , ପୁରୀ ୩୪ , ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.