Masthead

ବନ କର୍ମଚାରୀଙ୍କ ଖୁସି କହିଲେ ନସରେ । ମନଭରି ନାଚିଲେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଜଳୁଥିଲା ଜଙ୍ଗଲ । ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । ସରକାରଙ୍କୁ ଘୋରିଥିଲେ ବିରୋଧୀ । ସରକାରଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିବା ବେଳେ ପ୍ରକୃତି ଦେଲା ସାଥ୍ । ଖୁସିରେ କେମିତି ନାଚୁଛନ୍ତି ବନ କର୍ମଚାରୀ । ବର୍ଷା ଆଣିଲା ଆସ୍ୱସ୍ତି । ପଶ୍ଚିମା ଝଡ଼ ପ୍ରଭାବରେ ହେଲା ବର୍ଷା । ଲିଭିଲା ବନାଗ୍ନି । ଖୁସି ବ୍ୟକ୍ତ କଲେ ବନ କର୍ମଚାରୀ । ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଆଉ ନାକେଦମ୍ ହେବାକୁ ପଡିବନି । ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବନି। ଏବେ ଛୁଟି ମିଳିବ । ଥ୍ୟାଙ୍କୁୟୁ ବର୍ଷା । ଧନ୍ୟବାଦ୍ ଭଗବାନ। ଶିମିଳିପାଳରେ ନିଆଁ ଲିଭାଉ ଥିବା ଜଣେ ବନ କର୍ମଚାରୀଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଶିମିଳିପାଳରେ ଦୀର୍ଘଦିନ ହେଲା ଲାଗିଥିବା ନିଆଁ ବର୍ଷା ପାଣିରେ ଲିଭିଯାଇଛି ।

 

ନବରଙ୍ଗପୁର ଜିଲ୍ଲାରେ ଜଳୁଥିଲା ଜଙ୍ଗଲ । ନିୟନ୍ତ୍ରଣ କରିବାରେ ନାକେଦମ ହୋଇଯାଇଥିଲେ ବନ କର୍ମଚାରୀ । ଭଗବାନ ଡାକ ଶୁଣିଲେ । ବର୍ଷା ହେଲା । ଜଂଗଲରେ ଜଳୁଥିବା ନିଆଁ ଲିଭିବା ଦେଖି ବନ କର୍ମଚାରୀଙ୍କ ଖୁସି କହିଲେ ନସରେ । ନାଚିଲେ । ମନଭରି ନାଚିଲେ । ବର୍ଷାରେ ଭିଜି ଭିଜି ନାଚିଲେ । ମଣିଷ ଅସହାୟ ହୋଇଗଲେ ପ୍ରକୃତି ନିକଟରେ ଆତ୍ମସମର୍ପଣ କରେ । ଯାହା ବନ କର୍ମଚାରୀଙ୍କ କ୍ଷେତ୍ରରେ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ