Masthead

ଆର୍ଜିପଲ୍ଲିର ୫ ମତ୍ସ୍ୟଯିବିଙ୍କୁ ଆନ୍ଧ୍ର ମତ୍ସ୍ୟଯିବିଙ୍କ ଦ୍ୱାରା ଅଟକ

ଛତ୍ରପୁର(ବଡ଼ ଖବର ବ୍ୟୁରୋ): ଛତ୍ରପୁର ଆର୍ଜିପଲ୍ଲିର ୫ ମତ୍ସ୍ୟଯିବିଙ୍କୁ ଆନ୍ଧ୍ର ମତ୍ସ୍ୟଯିବିଙ୍କ ଦ୍ୱାରା ଅଟକ। ଗତକାଲି ଆନ୍ଧ୍ରର ଟ୍ରଲରରେ କିଛି ମତ୍ସ୍ୟଯିବି ଓଡ଼ିଶା ସୀମାରେ ପ୍ରବେଶ କରି ମାଛ ମାରୁଥିଲେ। ଏହାକୁ ବିରୋଧ କରିଥିଲେ ଆର୍ଜିପଲ୍ଲିର ଗୋଟିଏ ଡଙ୍ଗାରେ ଯାଇଥିବା ପ୍ରାୟ ୧୯ ଜଣ ବ୍ୟକ୍ତି।ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା ହାତାହାତି ମଧ୍ୟ ହୋଇଥିଲା।ଏହି ସମୟରେ ୫ ଜଣକୁ ଆନ୍ଧ୍ର ଟ୍ରଲର ରେ ଉଠାଇ ନେଇ ଯାଇଥିଲେ। ଏହି ଖବର ସ୍ଥାନୀୟ ଆର୍ଜିପଲ୍ଲି ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ପରେ ୫ ଜଣଙ୍କ ପତ୍ତା ମିଳିଥିଲା। ମତ୍ସ୍ୟଯିବିମାନେ ବରୱା ଥିବା ଜାଣିବା ପରେ ଛତ୍ରପୁର ପୋଲିସ ପହଞ୍ଚି ସ୍ଥାନୀୟ ପୋଲିସ ସହ ଆଲୋଚନା କରୁଥିବା ଖବର ମିଳଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ