Masthead

ପୁରୀରେ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ୫ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ଛାତ୍ର କଂଗ୍ରେସର କଳା ପତାକା ପ୍ରଦର୍ଶନ । ପରିକ୍ରମା ପ୍ରକଳ୍ପକୁ କେନ୍ଦ୍ର କରି ୪ଟି ଶୌଚାଳୟ ଓ ରାସ୍ତା ନିର୍ମାଣ କରି ଜଗତର ନାଥ ଜଗନ୍ନାଥଙ୍କ ନାମରେ ରାଜନୀତି କରିବା ତଥା ଅର୍ପଣ ରଥ ମାଧ୍ୟମରେ ନିଜ ପ୍ରଚାର ପାଇଁ ମହାପ୍ରଭୁଙ୍କ ମୂର୍ତ୍ତିକୁ ଅପମାନିତ କରିବା ଓ ଚାଉଳ ଭିକ୍ଷା କରିବା ଆଦିକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସ ଗୋ ବ୍ୟାକ ନାରାରେ ୫ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ବିରୋଧ କରିଛି ।

ନଅ ଅଙ୍କ ଦୁର୍ଭିକ୍ଷ ବେଳେ ମଧ୍ୟ ଜଗନ୍ନାଥଙ୍କ ଲାଗି ଚାଉଳ ଭିକ୍ଷା ହୋଇନାହିଁ । ଲକ୍ଷ୍ମୀ ସାଆନ୍ତାଣୀ ଯେଉଁଠି ଅଛନ୍ତି ସେଠି ଭଣ୍ଡାର କେବେ ଖାଲି ରହିବ କି ? ସଂଗୃହିତ ଚାଉଳ ମହାପ୍ରସାଦରେ ଲାଗିବ କି? ରାସ୍ତା ଲୋକାର୍ପଣ ପାଇଁ ଜଗନ୍ନାଥ ଙ୍କ ନାଁରେ ଚାଉଳ ଭିକ୍ଷା କାହିଁକି ହେଉଛି ? ଏହି ସବୁ ବିଷୟକୁ କେନ୍ଦ୍ର କରି ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ୫ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କ ପୁରୀ ଗସ୍ଥକୁ କଳା ପତକା ପ୍ରଦର୍ଶନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା