Masthead

ଏକା ସାଙ୍ଗରେ ୬ଟି ମନ୍ଦିରରୁ ଲୁଟ

ସୋର (ବଡ଼ ଖବର ବ୍ୟୁରୋ):ବାଲେଶ୍ୱରରେ ସିରିଜ ଲୁଟ । ଏକା ସାଙ୍ଗରେ ୬ରୁ ଅଧିକ ମନ୍ଦିରରୁ ଲୁଟ କଲେ ଦୁବୃର୍ତ୍ତ ।ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଅନେକ ମନ୍ଦିରରୁ ଲୁଟ ହୋଇଛି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଟଙ୍କା ମଧ୍ୟ ଲୁଟ ହୋଇଛି । ଲୁଟେରାମାନେ ଖଇରା ଥାନା ଟିପିସି ଗଡିଆ ଗ୍ରାମରେ ଥିବା ପୁରାତନ ଶୈବ ପୀଠ, ବାବା ବକ୍ରେସ୍ୱର ପୀଠ ଲକ୍ଷ୍ମୀନାରାୟଣ ମନ୍ଦିର, ଦୁର୍ଗା ମନ୍ଦିର, ଶନି ମନ୍ଦିର, ପାର୍ବତୀ ମନ୍ଦିର, ସିମୁଳିଆ ଥାନା ଆନନ୍ଦପୁର ଗ୍ରାମର ରଘୁ ନାରାୟଣ ମନ୍ଦିର ଆଦିରୁ ଲୁଟ କରିଛନ୍ତି ।ଖଇରା ପୋଲିସ ଖବର ପାଇ ଛାନଭିନ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା