Before Header

ପ୍ରତି ମାସ ୭ ତାରିଖ ହେବ ‘ବଡ଼ ଖବର’ ଦିବସ

0 772

(ବଡ଼ ଖବର ବ୍ୟୁରୋ): ପ୍ରତି ମାସ ୭ ତାରିଖ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବ Help ‘ବଡ଼ ଖବର’ ଅଭିଯାନ । ଆପଣ ସେଠାରେ ପହଞ୍ଚି ନିଜର ସାଧ୍ୟମତେ ‘ବଡ଼ ଖବର’କୁ ସହଯୋଗ କରିବାକୁ ଅନୁରୋଧ । ପ୍ରତି ମାସ ୭ ତାରିଖ ହେବ ‘ବଡ଼ ଖବର’ ଦିବସ । ଆପଣ ନିଶ୍ଚୟ ଆସିବେ, ଆପଣଙ୍କ ଅପେକ୍ଷାରେ ଆପଣଙ୍କ ଚ୍ୟାନେଲ । ଏହା ସହ ଆମ ନମ୍ବର ୬୩୭୦୭୦୧୨୦୧କୁ ଫୋନ ପେ, ଗୁଗୁଲ ପେ, ପେଟିଏମ, ଆମାଜନ ପେ ଜରିଆରେ ମଧ୍ୟ ସହାୟତା କରିପାରିବେ ।

ଆଉଥରେ କହିରଖୁଛୁ, ପ୍ରତି ମାସ ୭ ତାରିଖ ପ୍ରତି ଜିଲ୍ଲାରେ ବଡ଼ ଖବର ପକ୍ଷରୁ ଏକ ହୁଣ୍ଡି ରଖି ଆପଣଙ୍କ ସହଯୋଗ କାମନା କରାଯିବ। ଆପଣ ଆସନ୍ତୁ, ଏକ ସଚ୍ଚୋଟ ଗଣମାଧ୍ୟମକୁ ସାହାଯ୍ୟ କରନ୍ତୁ । ଆମ ପେମେଣ୍ଟ ନମ୍ବର ୬୩୭୦୭୦୧୨୦୧କୁ ମଧ୍ୟ ସାହାଯ୍ୟ ପଠାଇପାରିବେ ।

Leave A Reply

Your email address will not be published.