Masthead

ବିପଦକୁ ଆମନ୍ତ୍ରଣ

ଜଟଣୀ(ବଡ଼ ଖବର ବ୍ୟୁରୋ): ବିପଦକୁ ଅଣଦେଖା କରି ଜଟଣୀ ସୀତାରାମ ଛକରେ ଚାଲିଛି ପରିବା ବେପାର। ନିଜ ଜୀବନକୁ ବାଜି ଲଗାଇ ପରିବା ବିକୁଛନ୍ତି ବ୍ୟବସାୟୀ । ଗ୍ରାହକମାନେ ମଧ୍ୟ ପରିବା କିଣୁଛନ୍ତି। କେତେବେଳେ କାହା ଜୀବନ ବ୍ରିଜ ପାଇଁ ଯିବ ତାହାଜଣା ନାହିଁ । ୨୦୧୫ ରୁ ଆରମ୍ଭ ହୋଇଥିବା ଫ୍ଲାଏ ଓଭର ବ୍ରିଜ କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରିନି । ଏହି ଅର୍ଦ୍ଧ ନିର୍ମାଣ ଥିବା ବ୍ରିଜର ବ୍ୟବହୃତ ଲୁହା ପ୍ଲେଟ କିମ୍ବା ରଡ଼ ଖସି ଯଦି ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ଉପରେ ପଡେ ତେବେ ମୃତ୍ୟୁ ନିଶ୍ଚିତ । ମାନବାଧିକାର କର୍ମୀ ସଂଜୀବ ସେଠଙ୍କ କହିବାନୁଯାୟୀ ଜଟଣୀର ଖାଲି ସ୍ଥାନକୁ ବ୍ୟବସାୟୀମାନଙ୍କୁ ସ୍ଥାନାନ୍ତରିତ କଲେ କ୍ରେତା ଓ ବିକ୍ରେତାଙ୍କ ଜୀବନ ସୁରକ୍ଷିତ ରହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?