Masthead

ରାତି ୯ରେ ‘ବଡ଼ ଖବର’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ‘ବଡ ଖବର’ ଏଣିକି ଆପଣଙ୍କ ପାଖରେ ପହଞ୍ଚିବ । ଶୁଭିବ ସାଧାରଣ ଜନତାର ସ୍ୱର । ନିଷ୍ପେସିତ ମଣିଷର ଅକୁହା କଥା ବାଜିବ ଆପଣଙ୍କ କାନରେ । ନିରୀହ ଅବହେଳିତ ଜନତାର ହୃଦୟର ବ୍ୟଥା ଲାଘବ ହେବ । କୌଣସି ଚାପରେ ଦବିଯିବ ନାହିଁ ‘ବଡ଼ ଖବର’ ।
ଦୀର୍ଘ ବର୍ଷ ଧରି ଲୋକଙ୍କ ଆପଣାର ହୋଇଥିବା ‘ବଡ଼ ଖବର’ ଏବେ ରାତି ୯ଟାରେ ‘ବଡ଼ ଖବର’ ସ୍ୟାଟେଲାଇଟ୍ ୨୪ ଘଣ୍ଟିଆ ଓଡ଼ିଆ ନ୍ୟୁଜ ଚ୍ୟାନେଲରେ ପ୍ରସାରଣ କରାଯିବ । ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏହା ପ୍ରସାରିତ ହେବ ।
ଆଜିଠାରୁ ଆରମ୍ଭ ହେଉଛି ଏହି ଲୋକପ୍ରିୟ କାର୍ଯ୍ୟକ୍ରମ । ଆଶା ପୂର୍ବଭଳି ଏହା ଜନାଦୃତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ