Masthead

ମାଦକ ଦ୍ରବ୍ୟ ଜବତ

କୋରୁକୋଣ୍ଡା(ବଡ଼ ଖବର ବ୍ୟୁରୋ):ମଙ୍ଗଳବାର ରୋଡ ବ୍ଲକିଂ ବେଳେ ଗଞ୍ଜେଇ ଜବତ କରିଛି ଓର୍କେଲ ପୋଲିସ। ଏସଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ହାତୀଆମ୍ବ ଗାଁ ଛକ ନିକଟରେ ପୋଲିସ କରୁଥିଲାରାତ୍ରି ପାଟ୍ରୋଲିଂ । ଏହି ସମୟରେ ଏକ ଗାଡି (ଓଡି ୦୨ ଏଫ ୯୫୦୭) ବାଲିମେଳା ପଟୁ ଗୋବିନ୍ଦପାଲି ଆଡକୁ ଦ୍ରୁତ ଗତିରେ ଆସୁଥିଲା । ଗାଡିକୁ ଅଟକାଇବାକୁ ପୋଲିସ ଚାଳକଙ୍କୁ ସଙ୍କେତ ଦେଇଥିଲା । ପୋଲିସକୁ ଦେଖି ଚାଳକ ଗାଡ଼ି ରଖି ଅନ୍ଧାରରେ ଫେରାର ହୋଇଯାଇଥିଲା । ଯାଞ୍ଚ ବେଳେ ଗାଡ଼ିରୁ ୭ ବସ୍ତା ଗଞ୍ଜେଇ ମିଳିଥିଲା। ଓଜନ ବେଳେ ନ ୧୬୫ କେଜି ହୋଇଥିବା ଏସଆଇ କୃଷ୍ଣ ସାହା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର