Masthead

୫ ହଜାର ରନ କ୍ଲବରେ ଫିଞ୍ଚ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ ହଜାର ରନ କ୍ଲବରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ । ଦିନିକିଆରେ ୫ ହଜାର ରନ ପୂରଣ କରିବାରେ ସେ ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ । ଏହି କ୍ଲବରେ ସାମିଲ ହେବାକୁ ତାଙ୍କୁ ୧୨୬ଟି ମ୍ୟାଚ ଲାଗିଛି । ପ୍ରଥମ ଦିନିକିଆରେ ଅଧିନାୟକ ଫିଞ୍ଚ୍ ରୋମାଞ୍ଚକ ଶତକ ହାସଲ କରିଥିଲେ । ସେ ୧୨୪ ବଲରେ ୧୧୪ ରନ କରିଥିଲେ । ଏହି କିର୍ତ୍ତୀମାନ ଦ୍ୱାରା ଫିଞ୍ଚ ପୂର୍ବତନ ବ୍ୟାଟ୍ସମ୍ୟାନ ଡିନ୍ ଜୋନସଙ୍କୁ ପଛରେ ପକାଇଛନ୍ତି । ଦ୍ରୁତତମ ୫ ହଜାର କ୍ଲବରେ ଡେଭିଡ ୱାର୍ଣ୍ଣର ପ୍ରଥମ ସ୍ଥାନରେ ଅଛନ୍ତି । ଏହି କିର୍ତ୍ତୀମାନ ୱାର୍ଣ୍ଣର ୧୧୫ଟି ପାଳିରେ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ