Masthead

ଚାଲଣ ବେଳେ ୨୦୦ ଗୋରୁ ଅଟକ

ସୋର (ବଡ଼ ଖବର ବ୍ୟୁରୋ): ବାରିକପୁର ହାଟରୁ କଲିକତା ଚାଲାଣ ବେଳେ ଗୋଟିଏ ପିକପ ସହ ୨୦୦ ଗୋରୁ ଜବତ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ବାରିକପୁର ନିକଟରେ ବେଆଇନ ଭାବେ ଚାଲଣା ହେଉଥିଲା ଗୋରୁ । ପ୍ରତ୍ୟକଦିନ ବେଆଇନ ଭାବରେ ଭଦ୍ରକ ଅଞ୍ଚଳରୁ ୧୬ନଂ ଜାତୀୟ ରାଜପଥ ଦେଇ ପୋଲିସ ଓ ଗୋସୁରକ୍ଷା ସମିତି ଆଖିରେ ଧୂଳି ଦେଇ ପ୍ରତ୍ୟକଦିନ ଶହ ଶହ ଗୋରୁ ବୋଝେଇ ଗାଡି କଲିକତା ଚାଲାଣ ହେଉଛି । ଖବର ପାଇ ଗୋସୁରକ୍ଷା ସମିତିର ସଦସ୍ୟମାନେ ଆଜି ବାରିକପୁର ହାଟରେ ପହଞ୍ଚିଚିଥିଲେ । ବେଆଇନ ଭାବେ ବାରିକପୁର ଗୋରୁ ହାଟ ନିକଟରେ ଅନଲୋଡ କରୁଥିବା ବେଳେ ସଦସ୍ୟମାନେ ସୋର ପୋଲିସକୁ ଖବର ଦେଇଥିଲେ । ସୋର ପୋଲିସ ପହଞ୍ଚି ଗୋରୁ ବୋଝେଇ ପିକପ ସହ ୨୦୦ ରୁ ଉର୍ଦ୍ଧ ଗୋରୁ ଅଟକ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ