Masthead

ଓଡ଼ିଶା ଏଫସିକୁ ହରାଇଲା ମୁମ୍ବାଇ ଏଫସି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇଣ୍ଡିଆନ ସୁପର ଲିଗର ସପ୍ତମ ସଂଷ୍କରଣରେ ରବିବାର ଅନୁଷ୍ଠିତ ହୋଇଥିବା ଏକ ମ୍ୟାଚରେ ଓଡ଼ିଶା ଏଫସିକୁ ହରାଇଛି ମୁମ୍ବାଇ ସିଟି ଏଫସି । ଆଇଏସଏଲ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ପରାସ୍ତ କରିଛି ମୁମ୍ବାଇ ସିଟି ଏଫସି । ଗତ ବର୍ଷ ହୋଇଥିବା ଦୁଇଟି ମୁକାବିଲାରେ ଓଡ଼ିଶା ଏଫସି ଦୁଇଟି ମୁକାବିଲାକୁ ଜିତି ନିଜ ନାମରେ କରିଥିଲା । ଗତକାଲି ଅନୁଷ୍ଠିତ ହୋଇଥିବା ମ୍ୟାଚରେ ୨-୦ ଗୋଲରେ ଓଡ଼ିଶା ଏପସିକୁ ପରାସ୍ତ କରିଛି ମୁମ୍ବାଇ ।

୩୦ତମ ମିନିଟରେ ବାଥୋଲୋମି ଓ ରଲିନ ବୋର୍ଗେସ ଗୋଲ ବଳରେ ମୁମ୍ବାଇ ବିଜୟ ହେବା ସହ ଶୀର୍ଷ ସ୍ଥାନକୁ ଉନ୍ନତୀ ହୋଇଛି । ଏହି ପରାଜୟ ପରେ ଓଡ଼ିଶା ପଏଣ୍ଟ ଟେବୁଲରେ ୧ ପଏଣ୍ଟ ସହ ଦଶମ ସ୍ଥାନରେ ରହଛି । ଅନ୍ୟ ପଟେ ଗତକାଲି ଅନୁଷ୍ଠିତ ହୋଇଥିବା ଅନ୍ୟମ୍ୟାଚରେ ଗୋଆ ଏଫସି କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । ଗୋଆ ୩-୧ ଗୋଲରେ କେରଳା ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । ଏହି ବିଜୟ ସହ ଗୋଆ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଛି ଓ କେରଳ ନବମ ସ୍ଥାନରେ ରହଛି । ସେପଟେ ଆଜି ଆଇସଏଲରେ ଜାମେସଦପୁର ଏଫସିକୁ ଭେଟିବ ଏଟିକେ ମୋହନ ବାଗନ । ଆଜି ସଂଦ୍ଧ୍ୟା ୭.୩୦ ରେ ଏହି ମ୍ୟାଚ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି