Masthead

ଆଜି ବିଶ୍ୱ ମାନବ ଅଧିକାର ଦିବସ

ପ୍ରତିବର୍ଷ ଡ଼ିସେମ୍ବର ୧୦ରେ ସମଗ୍ର ବିଶ୍ୱରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ । ଜାତି ,ଧର୍ମ ,ବର୍ଣ୍ଣ ,ଲିଙ୍ଗ ନିର୍ବିଶେଷରେ ଲୋକମାନଙ୍କୁ ସେମାନଙ୍କର ମୋଳିକ ଅଧିକାର ପ୍ରଦାନ କରିବା ହେଉଛି ଏହାର ଲକ୍ଷ୍ୟ । ୧୯୫୦ ମସିହାରେ ଏହି ଦିବସକୁ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଥିଲା । ନାଗରିକମାନଙ୍କର ନ୍ୟାୟ, ସ୍ୱାଧୀନତା,ସମାନତା ଏବଂ ବ୍ୟକ୍ତିର ସମ୍ମାନକୁ ସୁରକ୍ଷିତ ରଖିବା ହେଉଛି ଏହାର ମୂଳ ଲକ୍ଷ୍ୟ ।ତେବେ ଏହାକୁ ଧ୍ୟାନ ରଖି ଭାରତରେ ୬ ଟି ମୋଳିକ ଅଧିକାର ରହିଛି ।

• ସମାନତା ଅଧିକାର
• ସ୍ୱାଧୀନତା ଅଧିକାର
• ଶୋଷଣ ବିରୋଧୀ ଅଧିକାର
• ଧର୍ମଗତ ସ୍ୱାଧୀନତା ଅଧିକାର
• ସାଂସ୍କୃତିକ ତଥା ଶିକ୍ଷାଗତ ଅଧିକାର
• ସାମ୍ବିଧାନିକ ପ୍ରତିକାର ଅଧିକାର
ପ୍ରତିଟି ରାଜ୍ୟରେ ଏଥିପାଇଁ ମାନବ ଅଧିକାର ଆୟୋଗ ଗଠନ କରାଯାଇଛି । ଓଡ଼ିଶାରେ ୨୦୦୦ ମସିହା ୨୭ ଜାନୁଆରୀରେ ମାନବ ଅଧିକାର ଆୟୋଗ ଗଠନ କରାଯାଇଥିଲା । ଜଷ୍ଟିସ୍ ଡି.ପି. ମହାପାତ୍ର ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ପାଠ୍ୟପୁସ୍ତକରେ ମହାବିଭ୍ରାଟ, ତଦନ୍ତ କମିଟିର ପୂରୁଛି କଣ୍ଟ 🔴 ଜୀବନ ନେଇଗଲା ମଙ୍ଗେତର 🔴 IPL ବେଟିଂ, ହୋଟେଲ୍‌ ମାଲିକ ଗିରଫ 🔴 SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ 🔴 ପୁରୀ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର