କୃଷ୍ଣପ୍ରସାଦ(ବଡ଼ ଖବର ବ୍ୟୁରୋ): କୃଷ୍ଣପ୍ରସାଦ ବ୍ଳକ ମୁଣ୍ଡାବର ଗାଁର ଅଗ୍ନି ବିପନ୍ନଙ୍କ ପରିବାର ପାଖରେ ପହଞ୍ଚିଲା ପ୍ରଶାସନ । ତହସିଲଦାର ପହଁଚି ଘର ପୋଡିର କ୍ଷୟକ୍ଷତି ଆକଳନ କରି ଫେରିଥିଲେ। ଖୁବଶୀଘ୍ର ସରକାରୀ ସହାୟତା ଯୋଗେଇବା ପାଇଁ ତିନି ଅଗ୍ନି ବିପନ୍ନଙ୍କ ପରିବାର କୁ ପ୍ରତିଶତ ଦେଲେ କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ ସେଠୀ ।