Masthead

ୱେସ୍କୋ ଘରୋଇକରଣକୁ ବିରୋଧ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ୱେସ୍କୋର ଘରୋଇକରଣକୁ ବିରୋଧ କଲେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟର ଏକତା ମଞ୍ଚ । ୱେସ୍କୋର କାଯ୍ୟ କରୁଥିବା ସବୁ କର୍ମଚାରୀ ତଥା ଶ୍ରମିକ ସଂଘକୁ ବିଶ୍ୱାସକୁ ନ ନେଇ ଆଲୋଚନା ବି ନକରି ସରକାର ତରବରିଆ ଭାବେ ୱେସ୍କୋ ଘରୋଇକରଣ କରି ଟାଟା କଂପାନୀକୁ ଟେକି ଦେଇଥିବା ଅଭିଯୋଗ କରିଛନ୍ତି । ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ ।

ଏହାର ବିରୋଧରେ ପ୍ରତିବାଦ କରି ପ୍ରଥମ ପର୍ୟ୍ୟାୟରେ ଆସନ୍ତା ଡିସେମ୍ବର ୧୬ ରୁ ଅର୍ନିଧିଷ୍ଟ ସମୟ ପାଇଁ ବୁର୍ଲା ୱେସ୍କୋ କର୍ପୋରେଟ ଅଫିସ ସାମ୍ନାରେ ସଙ୍ଘର କର୍ମଚାରୀ ଧାରଣାରେ ବସିବା ପାଇଁ ଗ୍ରହଣ କରିଛନ୍ତି । ଏଥିସହ ୱେସ୍କୋର ସମସ୍ତ କାର୍ୟ୍ୟରତ କର୍ମଚାରୀ ଙ୍କ ଚାକିରୀ ସୁରକ୍ଷା ସତ୍ତାବଲି ଲାଗୁ କରିବା ପାଇଁ ଦାବି କରାଯାଇଛି । ଅପରପକ୍ଷରେ ସରକାର ୱେସ୍କୋକୁ ଘରୋଇକରଣ କରି ଟାଟା କମ୍ପାନୀକୁ ଦିଆଯିବା ଯୋଗୁଁ ଉପଭୋକ୍ତାମାନେ ହଇରାଣ ସହ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାର ତୁରନ୍ତ ଉପଭୋକ୍ତା ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱେସ୍କୋ ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା