Masthead

ଚାଷୀଙ୍କ ପାଣି ଶୋଷୁଛନ୍ତି ଠିକାଦାର

ଉମରକୋଟ(ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ପାଣି ଶୋଷୁଛନ୍ତି ଠିକାଦାର । ସରକାରଙ୍କୁ ଜଳ କର ଦେଉଛନ୍ତି ଚାଷୀ । କିନ୍ତୁ ଟ୍ୟାଙ୍କର ଯୋଗେ ପାଣି ନେଇ ରାସ୍ତା କାମରେ ବ୍ୟବହାର କରୁଛନ୍ତି ଠିକାଦାର । ଉମରକୋଟ ଭାସ୍କେଲ କେନାଲ ମାଧ୍ୟମରେ ଦୋର୍ଗାଗୁଡ଼ା ଦେଇ ଚାଷୀଙ୍କ ଜମିଙ୍କୁ ପାଣି ଯାଏ । ଠିକାଦାର ଏହି ପାଣିକୁ ରାସ୍ତା କାମରେ ବ୍ୟବହାର କରୁଛନ୍ତି । ପୂର୍ବ ବିଭାଗର ଉମରକୋଟ ଠାରୁ ରାଇଘର ଯାଏ ରାସ୍ତା ନିର୍ମାଣ କାର୍ଯ୍ୟରେ ଏହି ପାଣି ବ୍ୟବହାର କରାଯାଉଛି । ଜଳ ସେଚନ ବିଭାଗର କିଛି ଅସାଧୁ କର୍ମଚାରୀ ଏଭଳି ବେନିୟମ କାର୍ଯ୍ୟରେ ସହଯୋଗ କରୁଥିବା ସନ୍ଦେହ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା