Masthead

ପୁରୀକୁ ମିଳିଲା ବ୍ଲୁଫ୍ଲାଗ୍ ମାନ୍ୟତା

ପୁରୀ(ବଡ଼ ଖବର ବ୍ୟୁରୋ): ଆନୁଷ୍ଠାନିକ ଭାବେ ପୁରୀକୁ ମିଳିଲା ବ୍ଲୁଫ୍ଲାଗ୍ ମାନ୍ୟତା । ଆନ୍ତର୍ଜାତୀୟ ଜୁରୀ ପୁରୀ ବେଳାଭୂମିକୁ ବ୍ଲୁଫ୍ଲାଗ୍ ଭାବେ ଚୟନ କରିଛନ୍ତି । ଚୟନ କରିବା ପରେ ଡେନମାର୍କର ଫି ସଂସ୍ଥା ବ୍ଲୁଫ୍ଲାଗ୍ ବିଚ୍ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏଥିସହ ଏହା ବିଶ୍ୱର ଅନ୍ୟ ବିଚ୍ ତୁଳନାରେ ତୃତୀୟ ସ୍ଥାନ ଅଧିକାର କରିଛି ।

କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ଚିଠି ଲେଖି ଓଡିଶା ସରକାରଙ୍କୁ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ପ୍ରକାଶ ଜାଭେଦକର ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ । ଏନେଇ ପୁରୀ ବିଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୁରୀ ସମେତ ଭାରତର ୮ଟି ବ୍ଲୁଫ୍ଲାଗ୍ ବିଚରେ ଡିଜିଟାଲ ବ୍ଲୁଫ୍ଲାଗ୍ ପତାକା ଉତ୍ତୋଳନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ