Masthead

ରୁଦ୍ର ସେଜପଡାଙ୍କ ‘ଏକ ଇଡିୟଟ’କୁ ଜାତୀୟ ପୁରସ୍କାର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଥରେ ଚର୍ଚାରେ ଯୁବ ନିର୍ଦେଶକ ତଥା ଲେଖକ ରୁଦ୍ର ରଞ୍ଜନ ସେଜପଡା । ତାଙ୍କ ନିର୍ଦେଶୀତ ଏକ ଇଡିୟଟ କୁ ଜାତୀୟ ପୁରସ୍କାର ମିଳିଛି । ଦିଲ୍ଲୀ ସ୍ଥିତ ଶୋଭନା ଫିଲ୍ମ ଫେଷ୍ଟିଭାଲ-୨୦ ରେ ଛାତ୍ରଛାତ୍ରୀ ମାନଙ୍କ ମନସ୍ୱତ୍ତ୍ୱକୁ ନେଇ ନିର୍ମିତ ଏହି ଚଳଚିତ୍ର ଶେଷ୍ଠ ବିବେଚିତ ହୋଇଛି । ଏଥିରେ ଅଭିନୟ କରିଥିବା ମୁଖ୍ୟ ଚରିତ୍ରରେ ବାଲେଶ୍ୱର ଶିଶୁ କଳାକାର ହିରୋ ଓ ବବୁଲୁ ଯଥା ସତ୍ୟନାରାୟଣ ରାଉତରାୟ ଓ ରମାକାନ୍ତ ପ୍ରଧାନ ଙ୍କୁ ମଧ୍ୟ ଏଥିରେ ପୁରସ୍କୃତ କରାଯାଇଛି । ତେବେ ଏଇଠି ସୂଚନାଯୋଗ୍ୟଯେ ରୁଦ୍ର ସେଜପଡା ପୂର୍ବରୁ ସ୍ୱଚ୍ଛତାକୁ ନେଇ ଆଉ ଏକ କ୍ଷୁଦ୍ର ଚଳଚିତ୍ର ଆଇଡେଣ୍ଟିଟିକୁ ଜାତୀୟ ପୁରସ୍କାର ମିଳିଥିଲା । ରୁଦ୍ର ଏକାଧାରରେ ଜଣେ ସୁଲେଖକ ସହ ଏହିଭଳି ସମାଜର କିଛି ଘଟୁଥିବା ବାସ୍ତବ ଘଟଣାକୁ ନେଇ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ଚର୍ଚ୍ଚାରେ ରହିଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ