କଂଗ୍ରେସର ଦୁଇ ଦିବସୀୟ ବୈଠକ

କଂଗ୍ରେସ କର୍ଣ୍ଣାଟକରେ ବିଜୟ ପରେଉତ୍ସାହିତ ଅଛି । ଏହି ବିଜୟ ପରେ କଂଗ୍ରେସ ମଧ୍ୟ ପ୍ରଦେଶ , ରାଜସ୍ଥାନ ଓ ଛତିଶଗଡ଼ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । କଂଗ୍ରେସ ପାର୍ଟି ନିର୍ବାଚନ ପାଇଁ ଆଜିଠାରୁ ଦୁଇ ଦିବସୀୟ ଚର୍ଚ୍ଚା ଆରମ୍ଭ କରିବ । କଂଗ୍ରେସ ୨୭ ମେ ରେ ଛତିଶଗଡ଼ ରେ ରଣନୈତିକ ବୈଠକ କରିବ । ତେଲଙ୍ଗାନା ଓ ମିଜୋରାମ ପାଇଁ ରଣନୈତିକ ବୈଠକ ପରର୍ବତୀ ସମୟରେ ହେବ ।କଂଗ୍ରେସ କର୍ଣ୍ଣାଟକରେ ବିଜୟ ପରେଉତ୍ସାହିତ ଅଛି । କର୍ଣ୍ଣାଟକରେ ୧୦ ମେ’ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଏଥର କର୍ଣ୍ଣାଟକରେ ବହୁମତ କଂଗ୍ରେସକୁ ମିଳିଥିଲା । କଂଗ୍ରେସ କୁ ୧୩୫ ସିଟ୍ ମିଳିଥିଲା ,ବିଜେପିକୁ ୬୬ ସିଟରେ ସନ୍ତୁଷ୍ଟ ହେବାକୁ ପଡିଥିଲ ଏହା ବ୍ୟତିତ ଜେଡିଏମ୍କୁ ୧୯ ଓ ଅନ୍ୟନ୍ୟ ୪ଟି ସିଟ ଜିତିଥିଲେ ।ଏବେ କଂଗ୍ରେସ ୩ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ପାର୍ଟି ପ୍ରମୁଖ ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକର ନେତୃତ୍ୱ କରିବେ । ନିର୍ବାଚନ ରଣନିତୀ ଏବଂ ପ୍ରଶାନ୍ତ କିଶୋରଙ୍କ ପୂର୍ବ ସହଯୋଗି ସୁନୀଲ କାନୁଗେଲୁ ବିଧାନସଭା ନିର୍ବାଚନର ପରିକ୍ରମା ପାଇଁ ପାର୍ଟୀର ପ୍ରସ୍ତୁତିକୁ ନେଇ ନେତା ମାନେ ବିଚାର ବିମର୍ଶ କରିବେ । ମଲ୍ଲିକାର୍ଜୁନ୍ ଖରଗେ ଅଖିଳ ଭାରତୀୟ କଂଗ୍ରେସ କମିଟି ମୁଖ୍ୟାଳୟରେ ଏହି ରାଜ୍ୟର ପାର୍ଟୀ ନେତାଙ୍କ ସହିତ ଅଲଗା ଅଲଗା ବୈଠକ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’