Masthead

ନାଇଟ୍ କର୍ଫ୍ୟୁ ବେଳେ ବାହାରେ ବୁଲିଲେ ଅମାନିଆ

ରାଉରକେଲା (ବଡ଼ ଖବର ବ୍ୟୁରୋ): ଗତକାଲି ରାତି ୧୦ରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ଲାଗିଥିଲା ନାଇଟ କର୍ଫ୍ୟୁ । ଜିରୋନାଇଟ ପାଳନ ଉପରେ ପ୍ରତିବନ୍ଧ କରି ବିଭିନ୍ନ ହୋଟେଲ ଓ ଅନୁଷ୍ଠାନଗୁଡିକ ବନ୍ଦ କରାଯାଇଥିଲା । କରୋନା ମହାମାରୀ ଯୋଗୁଁ ଏ ବର୍ଷ ଫିକା ପଡିଲା ଜିରୋନାଇଟ ପାଳନ । ଜିରୋନାଇଟକୁ ପାଳନ ନକରିବା ଆଦେଶ ଦେଇ ରାତି ୧୦ରୁ ସକାଳ ୬ଟା ପର୍ୟ୍ୟନ୍ତ ଲଗାଯାଇଥିଲା ନାଇଟ କର୍ଫ୍ୟୁ । ନାଇଟ କର୍ଫ୍ୟୁ ଚାଲିଥିଲା ସମୟରେ ରାଉରକେଲା ସହରରେ କିଛି ଅମାନିଆ ଲୋକେ ଘରୁ ବାହାରି ବାହାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । କେହି କିଭଳି ଲୁଚିଛପି ନବବର୍ଷ ସାମୁହିକ ଭାବେ ନମାନନ୍ତି ତେଣୁ ସବୁ ଛକ ଓ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡାକଡ଼ି ଚେକିଂ ଚାଲିଥିଲା । ଚେକିଂ ସମୟରେ ବହୁ ଅମାନିଆ ଲୋକଙ୍କୁ ପୋଲିସ ଅଟକାଇଥିଲା ଏବଂ ତାଙ୍କୁ ତାଗିଦ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି