Masthead

ଛୁଆ ପାଇଁ ମା’ର ଆକୁଳ ନିବେଦନ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ପିଲାଛୁଆଙ୍କ ସୁରକ୍ଷିତ ଜୀବନ ପାଇଁ ପୋଲିସ ବାବୁଙ୍କ ନିକଟରେ ନେହୁରା ହେଉଛି ମା । ଅନୁଗୁଳ ଜିଲ୍ଲା ପିଙ୍ଗୁଆ ଗ୍ରାମର ଜଣେ ମା ନିଜର ପିଲାଛୁଆଙ୍କ ସୁରକ୍ଷିତ ଜୀବନ ପାଇଁ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପିଙ୍ଗୁଆ ଗ୍ରାମର ସୋନମ ମହାନ୍ତି ଓ ବିଘ୍ନେଶ୍ୱର ସାମଲ୧୩ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବିବାହର ୭-୮ ମାସ ଭଲରେ ଚାଲିଥିଲା ସେମାନଙ୍କ ସଂସାର । ବିଘ୍ନେଶ୍ୱର ସବୁବେଳେ ମଦପିଇ ସୋନମଙ୍କୁ ମାରପିଟ କରନ୍ତି । ସୋନମ ବାଧ୍ୟ ହୋଇ ଘରଛାଡି ଖଲାରୀ ଗ୍ରାମରେ ଭଡାରେ ରହୁଥିଲେ । କିଛିଦିନ ତଳେ ପୁଅଝିଅଙ୍କୁ ନେଇ ତାଙ୍କ ସ୍ୱାମୀ ପଳାଇ ଆସିଥିଲେ । ବିଲାଛୁଆଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୋନମ ପ୍ରଥମେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ମହିଳା କମିଶନ ଶେଷରେ ନିରୁପାୟ ହୋଇ ମାନବିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼