Masthead

କେନ୍ଦ୍ର ଓ କୃଷକ ନେତ।ଙ୍କ ମଧ୍ୟରେ ସପ୍ତମ ର।ଉଣ୍ଡ ଆଲୋଚନ।

ନୂଆଦିଲ୍ଲୀ(ବଡ଼ ଖବର): କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ଓ କୃଷକ ନେତ।ଙ୍କ ମଧ୍ୟରେ ସପ୍ତମ ର।ଉଣ୍ଡ ଆଲୋଚନ
ଜାରି ରହିଛି। ଏହି ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି । ଶେଷ ବୈଠକରେ ବିଦ୍ୟୁତ୍ ବିଲ୍, ପ୍ରଦୂଷଣ ପ୍ରସଙ୍ଗରେ କୃଷକଙ୍କ ଚ।ହିଦ।କୁ ନେଇ ସରକ।ର ସହମତ ହୋଇଥିଲେ ମଧ୍ୟ ବର୍ତ୍ତମ।ନ ଏମଏସପି ପ୍ରତ୍ୟ।ହ।ର ଏବଂ କୃଷି ଆଇନ ଉଭୟ ପକ୍ଷରେ ଆଲୋଚନ। ଜାରି ରହିଛି । ଚ।ଷୀମ।ନେ ସେମ।ନଙ୍କ ଚ।ହିଦ। ଉପରେ ଏବେ ବି ଜିଦରେ ଅଟଳ ଅଛନ୍ତି । ଯଦି ସେମ।ନଙ୍କର ଦ।ବି ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦ।ର ହେବ ବୋଲି ଚ।ଷୀମ।ନେ ସ୍ପଷ୍ଟ କରିଛନ୍ତି।
ସୂଚନାନୁଯାୟୀ କେନ୍ଦ୍ର ସରକ।ରଙ୍କ ସହ କଥ।ବ।ର୍ତ୍ତ। କରିବ।କୁ କୃଷକ ନେତ।ଙ୍କ ଏକ ପ୍ରତିନିଧୀ ଦଳରେ ଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚିଛନ୍ତି। ଜଣେ କୃଷକ ନେତ। କହିଛନ୍ତି ଯେ  ଏହି ଆଲୋଚନ ସଫଳ ହେବ ବୋଲି ଆମେ ଆଶ। କରୁଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..