Masthead

ଚାନ୍ଦବାଲି ପ୍ରଶାସନର ମନମାନି ଅଭିଯୋଗ: ବିରୋଧୀଙ୍କୁ ମିଳୁନି କହିବାକୁ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଆଜି ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକର ୪୫ଟି ପଂଚାୟତର ସମିତିସଭ୍ୟ ଓ ସରପଞ୍ଚମାନେ ଯୋଗଦେଇଥିଲେ । ବିଜେଡ଼ି ସମିତିସଭ୍ୟ ଓ ସରପଞ୍ଚ ଆଣୁଥିବା ପ୍ରସ୍ତାବ ଉପରେ ଆଲୋଚନା ହେଉଥିଲା । ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରଧାନମନ୍ତ୍ରୀ ଆବାସରେ ଶାସକ ଦଳର ପ୍ରିୟା ପ୍ରୀତି ପ୍ରସଣ, ଥିଲା ବାଲାଙ୍କୁ ରାସନକାର୍ଡ, ଚଳିତ ବର୍ଷର ଧାନ କିଣାରେ ମଣ୍ଡି ଗୁଡ଼ିକରେ ଚାଷୀଙ୍କର ୭କିଲୋରୁ ଉଦ୍ଧ୍ୱ ଧାନ କଟଣୀ ଉପରେ ଆଲୋଚନା କରାଯାଇଥିଲା ।

ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ କହିବା ପାଇଁ ସୁଯୋଗ ନ ଦେଇ ବାରଣ କରିଥିଲେ । ସେମାନେ ଅଧିକ ସଂଖ୍ୟକ ଥିବାରୁ ଆମେ ଆଣୁଥିବା ପ୍ରସ୍ତାବ ଉପରେ ଆଲୋଚନା ନ କରି ଜୋରଜବରଦସ୍ତ କାର୍ଯ୍ୟ କରୁଛନ୍ତି । ପୂର୍ବ ବୈଠକର ଆଲୋଚନାଗୁଡ଼ିକ ପରବର୍ତ୍ତୀ ପର୍ୟ୍ୟାୟରେ କାଗଜରେ ବଦଳି ଯାଉଥିବା ଅଭିଯୋଗ କରି ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ବିରୋଧ କରି ବୈଠକରୁ ଉଠି ପଳାଇଥିଲେ । ବୈଠକରେ ବ୍ଲକ୍ ଅଧକ୍ଷା ମାନସୀ ସାହୁ, ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲାପରିଷଦ ଅଧକ୍ଷ ଦିଜବର ରାଉତ, ବିଡ଼ିଓ ଜ୍ୟୋତି ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ବିଜେପିକୁ ବେଶି ପ୍ରାଧାନ୍ୟ ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ