ଋଣ ବୋଝରେ ଚାଲିଗଲେ ବାପା

ସୋର(ବଡ଼ ଖବର ବ୍ୟୁରୋ): ଝିଅ ବାହାଘରର ଋଣଭାର ସୁଝି ପାରିଲେନି ବାପା । ଶେଷର ବେକରେ ଦଉଡି ଦେଇ ଆତ୍ମହତ୍ୟା କଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିତ୍ରୀ ଅଂଚଳରେ । ମାଣତ୍ରୀ ପଂଚାୟତ ମହନ୍ତ ସାହିର ରବିନ୍ଦ୍ର ପରିଡ଼ା ଗତ ମାର୍ଚ୍ଚ ମାସରେ ଝିଅ ବାହାଘର ପାଇଁ ଘରୋଇ ଫାଇନାନ୍ସ କମ୍ପାନୀ ଓ ଗାଁରୁ ହାତ ଉଦ୍ଧାରି ଋଣ କରିଥିଲେ । କରୋନା ମହାମାରୀ ପାଇଁ ସରକକାର ଲକଡ଼ାଉନ୍ ସର୍ଟଡାଉନ ଘୋଷଣା କରିବାରୁ ରବିନ୍ଦ୍ର କାମଧନ୍ଦା ହରାଇ ବସିଥିଲେ । ପରେ ଋଣ କିସ୍ତି ସୁଝିବାରେ ବିଫଳ ହୋଇଥିଲେ । ଫାଇନାନ୍ସ କମ୍ପାନି ଓ ଋଣ ନେଇଥିବା ଲୋକଙ୍କ ଜୁଲମ ସହି ନପାରି ଆତ୍ମହତ୍ୟା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’