Masthead

କେମିତି ପାଇବେ କୋଭିଡ ଟୀକା

ନୂଆଦିଲ୍ଲୀ(ବଡ଼ ଖବର): କରୋନା ମହାମାରୀକୁ କାବୁ କରିବା ପାଇଁ ୨ଟି ଭ୍ୟାକସିନ ବାହାରିଛି । କୋଭାକ୍ସିନ ଓ କୋଭାସିଲ୍ଡ ଟୀକାଦ୍ୱୟର ସଫଳ ପରୀକ୍ଷଣ ପରେ ଏହାର ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୬ ତାରିଖରୁ ଭାରତରେ କରୋନା ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଭ୍ୟାକସିନର ଅନଲାଇନ ଡେଲିଭର ପାଇଁ କୋ-ୱିନ ଆପ୍ ର ପ୍ରସ୍ତାବ ରଖାଯାଇଛି । ଏହି ଆପ୍ ମାଧ୍ୟମରେ ଟୀକାକରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ । ତେବେ ଏହି ଆପ୍ କୁ ଡାଉନଲୋଡ କରିବା ପାଇଁ ଏପର୍ଯ୍ୟନ୍ତ ପ୍ଲେ-ଷ୍ଟୋରରେ ଏହାର ଉପଲବ୍ଧି ହୋଇନାହିଁ । ଏହାସହ ମୋବାଇଲ ନଂ କୁ ଆଧାର ସହିତ ଲିଙ୍କ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଯଦି ଆପଣଙ୍କ ମୋବାଇଲ ନଂ ଆଧାର କାର୍ଡ ସହିତ ଲିଙ୍କ ନାହିଁ ତେବେ ଆପଣ କୋଭିଡ ଟୀକାରୁ ବଞ୍ଚିତ ହେବେ । କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ, ମୋବାଇଲ ନଂ ଲିଙ୍କ ହେବା ପରେ ଟୀକାକରଣ ପାଇଁ ଏସଏମଏସ ପଠାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି