Masthead

କୃଷକ ସମାବେଶରେ ସାମିଲ ପାଇଁ ସାଇକେଲ ଯାତ୍ରା

ରାଉରକେଲା (ବଡ଼ ଖବର ବ୍ୟୁରୋ): ରାଉରକେଲା ସହରର ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ କୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ କରିବା ଦାବିରେ ରାଉରକେଲାରୁ ଦିଲ୍ଲୀକୁ ପଦଯାତ୍ରା କରି ଚର୍ଚ୍ଚାର ବିଷୟ ପାଲଟିଥିଲେ ମୁକ୍ତିକାନ୍ତ ବିଶ୍ୱାଳ। ପୁଣିଥରେ ରାଉରକେଲା ସହରରୁ ଦିଲ୍ଲୀ ଅଭିମୁଖେ ସାଇକେଲ ଯାତ୍ରା କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ। ଦୀର୍ଘଦିନ ଧରି ଦିଲ୍ଲୀରେ କୃଷକଙ୍କ ସମାବେଶ ଚାଲିଥିବା ବେଳେ କେନ୍ଦ୍ର ସରକାର କୃଷକଙ୍କ ଦାବିକୁ ମାନୁନାହାଁନ୍ତି।

ଶୀତ କାକର ଭରା ରାତିରେ କୃଷକମାନେ ଖୋଲା ଆକାଶ ତଳେ ବସି ରହିଛନ୍ତି କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ତାଙ୍କ ଦାବିକୁ ମାନୁ ନାହାନ୍ତି। ତେବେ କୃଷକଙ୍କ ସମାବେଶରେ ସାମିଲ ହେବା ପାଇଁ ଆଜି ରାଉରକେଲା ସହରରୁ ଦିଲ୍ଲୀ ଅଭିମୁଖେ ସାଇକେଲ ରେ ଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ଆଗାମୀ ୧୫ ଦିନ ମଧ୍ୟରେ ସେ ପହଞ୍ଚିବେ ଦିଲ୍ଲୀରେ। ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ , ହରିୟାଣା ଦେଇ ଦିଲ୍ଲୀକୁ ପହଞ୍ଚିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’