Masthead

୧୧ ବର୍ଷ ପରେ ପାରଦ ୩୪ଡିଗ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୧ବର୍ଷ ପରେ ପାରଦ ଛୁଇଁଲା ୩୪ଡିଗ୍ରୀ । ଜାନୁଆରୀ ମାସ ଆରମ୍ଭରୁ ଶୀତ ତାପମାତ୍ରା କମ୍ ହୋଇଛି । ତେବେ ଆଗାମୀ ୨-୩ ଦିନ ମଧ୍ୟରେ ପାରଦ ଖସିବା ନେଇ ପାଣିପାଗ ବିଭାଗ କହିଛି । ଉପକୂଳ ଓଡିଶାରେ ଶୀତ ଅନୁଭୂତ ହେବନି ଏବଂ ମାଘ ମାସରେ ତାପମାତ୍ରା ବଢିବା ନେଇ ବିଶେଷଜ୍ଞ ବିଭାଗ କହିଛିନ୍ତି । ଡିସେମ୍ବର ଜାନୁଆରୀରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ । କିନ୍ତୁ ଜାନୁଆରୀ ଆରମ୍ଭରୁ ତାପମାତ୍ରା ବଢିଛି । ୧୧ବର୍ଷ ଭିତରେ ତାପମାତ୍ରା ଏତେ ବଢିନଥିଲା ବୋଲି କହିଛି ପାଣୀପାଗ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ