Masthead

ରାମ ସେତୁ ମନୁଷ୍ୟକୃତ ନା ପ୍ରାକୃତିକ

ନୂଆଦିଲ୍ଲୀ (ବଡ଼ ଖବର): ରାମସେତୁ ପ୍ରତିଟି ହିନ୍ଦୁଙ୍କ ଧର୍ମ ଭାବନାର ଏକ ଚର୍ଚ୍ଚିତ ନାମ । ଏହାକୁ ନେଇ ବହୁ ବାଦ ବିବାଦ ମୁଣ୍ଡ ଟେକିଛି । ତଥାପି ଅଥଳ ସମୁଦ୍ରରେ ସେତୁର ସତା ହିନ୍ଦୁଙ୍କ ଭାବଧାରାର ଶୁଭ ସଙ୍କେତ ବୋଲି କୁହାଯାଉଛି । ଭାରତ ଓ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ରାମସେତୁ ମନୁଷ୍ୟକୃତ ନା ପ୍ରାକୃତିକ ତାକୁ ନେଇ ମଧ୍ୟ ବିତର୍କର ଆବଶ୍ୟକତା ରହିଛି । ବୈଜ୍ଞାନିକମାନେ ଏହାକୁ ମନୁଷ୍ୟକୃତ ବୋଲି କହିଛନ୍ତି ।

ପ୍ରାଚୀନ ହିନ୍ଦୁ ପୁରାଣ ରାମାୟଣ ଆଧାରରେ ଏହି ସେତୁକୁ ପ୍ରଭୁ ଶ୍ରୀରାମ ତିଆରି କରିଥାଇ ପାରନ୍ତି । ଭାରତର ରାମେଶ୍ୱର ନିକଟ କମ୍ବନ ଦୀପ ଓ ଶ୍ରୀଲଙ୍କାର ମାନା ଦୀପ ମଧ୍ୟରେ ସଂଯୋଗ କରୁଛି ଏହି ସେତୁ । ୫୦ କିଲୋମିଟର ଲମ୍ବର ଏହି ସେତୁରେ ୭ହଜାର ବର୍ଷର ପୁରୁଣା ପଥର ବ୍ୟବହାର କରାଯାଇଛି । ଆଉ ବାଲିବନ୍ଧଟି ୪ହଜାର ବର୍ଷର ପୁରୁଣା । ଆମେରିକାର ସ୍ପେସ ଏଜେନ୍ସି ନାସା ଏକ ଫଟୋ ଜାରି କରିଥିଲା । ନାସା ତାର ରିପୋର୍ଟରେ ଉଲ୍ଲେଖ କରିଥିଲା ରାମସେତୁ ମନୁଷ୍ୟକୃତ୍ୟ । ହିନ୍ଦୁ ମହାକାବ୍ୟ ରାମାୟଣରେ ରହିଛି ଏହାର ମାହାତ୍ମ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା