Masthead

ନନ୍ଦନକାନନରେ ବଢିଲା ବିଶ୍ୱର କ୍ଷୁଦ୍ରତମ ମାଙ୍କଡ଼ଙ୍କ ସଂଖ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନନ୍ଦନକାନନରେ ବଢିଲା ବିଶ୍ୱର କ୍ଷୁଦ୍ରତମ ମାଙ୍କଡ଼ଙ୍କ ସଂଖ୍ୟା । ନନ୍ଦନକାନନ କୁ ବୁଲିଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଜି ଖୁସିର ଦିନ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିଥିବା ବିଶ୍ୱର ସବୁଠାରୁ ଛୋଟ ମାଙ୍କଡ଼ ମାର୍ମସେଟ ଆଜି ୨ଟି ଶାବକକୁ ଜନ୍ମ ଦେଇଛି। ଖୁଆଡ଼ରେ ରହୁଥିବା ଏହି ବିରଳ ପ୍ରଜାତିର ମାର୍ମସେଟ ମାଙ୍କଡ଼ ଆଜି ସକାଳୁ ଦୁଇଟି ଶାବକକୁ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ଗୋଟିଏ ଶାବକକୁ ମାଆ କୋଳକୁ ନେଇଥିବା ବେଳେ ଅନ୍ୟ ଗୋଟିଏ ଛୁଆକୁ ଗ୍ରହଣ କରିନି। ନନ୍ଦନକାନନ କର୍ମଚାରୀ ସେହି ଛୁଆଟିକୁ ଆଣି ଲାଳନପାଳନ କରୁଛନ୍ତି। ଜନ୍ମିତ ଦୁଇ ଶାବକ ଓ ମାଆ ସୁସ୍ଥ ଥିବା ଜଣାପଡ଼ିଛି । ନନ୍ଦନକାନନରେ ଦୁଇ ଶାବକକୁ ମିଶାଇ ମାର୍ମସେଟ ମାଙ୍କଡ଼ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି